ବାତ୍ୟା ‘ଦାନା’ : ଭୟଙ୍କର ହେବା ସତ୍ୱେ କରୁଛି ‘ଧୀରଚଳନ’

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଉ ପ୍ରାୟ ବାର ଘଣ୍ଟା ଭିତରେ ଅବପାତରେ ପରିଣତ ହୋଇ ‘ବାତ୍ୟା’ ‘ଦାନା’ରେ ରୂପ ନେବ I   ତାହା କ୍ରମଶଃ ଭୟଙ୍କର ହୋଇ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଆରମ୍ଭ କରିଥିଲେ ହେଁ ଧୀରାଚଳନ କରୁଛି I  ବାତ୍ୟା ‘ଦାନା’ ଓଡିଶାରେ ପୁରୀରୁ ପାରାଦୀପ ମଧ୍ୟରେ ‘ଲ୍ୟାଣ୍ଡଫଲ‘ ବୋଲି ପୂର୍ବାନୁମାନ କରାଯାଇଛି I  “ଗଭୀର ସମୁଦ୍ର ଭିତରେ ଯେତେ ସମୟ ରହିବ ବାତ୍ୟା ‘ଦାନା’ ଆହୁରି ଶକ୍ତିଶାଳୀ ହେବ” : IMD  ସାଟେଲାଇଟ ଓ ମାଡ୍ୟୁଲାର … Continue reading ବାତ୍ୟା ‘ଦାନା’ : ଭୟଙ୍କର ହେବା ସତ୍ୱେ କରୁଛି ‘ଧୀରଚଳନ’