ବାତ୍ୟା ‘ଦାନା’ : ଭିତରକନିକା-ଧାମରା ମଧ୍ୟରେ ‘ଲ୍ୟାଣ୍ଡଫଲ୍’

ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA// ମାଡ଼ି ଆସୁଛି ବାତ୍ୟା ‘ଦାନା’ I ଏହି ସାମୁଦ୍ରିକ ଝଡ଼ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।  ସେ କହିଛନ୍ତି ଯେ, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I ପବନ ଯୋଗୁଁ ବ୍ୟାପକ … Continue reading ବାତ୍ୟା ‘ଦାନା’ : ଭିତରକନିକା-ଧାମରା ମଧ୍ୟରେ ‘ଲ୍ୟାଣ୍ଡଫଲ୍’