ବାତ୍ୟା ‘ଦାନା’ ପାଇଁ ୩ ଲକ୍ଷ ଲୋକ ସ୍ଥାନାନ୍ତର: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର//TATKAL ODISHA//

ବାତ୍ୟା ‘ଦାନା’ ପାଇଁ ଉପକୂଳ ଜିଲ୍ଲାଗୁଡ଼ିକରୁ ୩ ଲକ୍ଷ ଲୋକ ସ୍ଥାନାନ୍ତର କରାଯାଇଛି I

ଗୁରୁବାର ବାତ୍ୟା ମୁକାବିଲା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି I

ସେ କହିଛନ୍ତି ଯେ,୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ Iଏଯାବତ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି I

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୧ ଜିଲ୍ଲାର ୩୮ ବ୍ଲକ, ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ I ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବା ଆକଳନ କରାଯାଇଛି I

ଦେଖନ୍ତୁ ପୂର୍ଵ ରିପୋର୍ଟ….

// CYCLONE BREAKING//

ଲ୍ୟାଣ୍ଡଫଲ ପରେ ମୋଡ଼ ବଦଳାଇବ ‘ଦାନା’


Leave A Reply

Your email address will not be published.