ବାତ୍ୟା ‘ଦାନା’ : ନଅ ମନ୍ତ୍ରୀଙ୍କୁ ନଅ ଜିଲ୍ଲା ତଦାରଖ ଦାୟିତ୍ୱ

ଭୁବନେଶ୍ୱର// TATKAL ODISHA// ବାତ୍ୟା ‘ଦାନା’ ତଦାରଖ ପାଇଁ ନଅ ମନ୍ତ୍ରୀଙ୍କୁ ନଅ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଦେଖନ୍ତୁ କେଉଁ ଜିଲ୍ଲା କାହାକୁ?