ବଲାଙ୍ଗୀରରେ ଘନ କୁହୁଡି଼, ଭୁବନେଶ୍ୱରରେ ମଧ୍ୟମ ଧରଣର କୁହୁଡ଼ି

0
  • ଭୁବନେଶ୍ୱର//TATKAL ODHISHA//


 ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ  ଲଗାଣ ବର୍ଷା ଜାରି ରହିଥିଲା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡୁ ହୋଇଛି I


  ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ରବିବାର ରାତ୍ରିରୁ ସୋମବାର ସକାଳେ ଏହ କୁହୁଡି ଦୃଶ୍ୟମାନ ହୋଇଛି I ବଲାଙ୍ଗୀରରେ ଘନ କୁହୁଡି ହୋଇଥିବା ବେଳେ ଭୁବନେଶ୍ୱର , ଭବାନୀପାଟଣା ଏବଂ ମାଲକାନଗିରିରେ ମଧ୍ୟମ ଧରଣର  କୁହୁଡି ହୋଇଛି I
ହେଲେ  ପାରାଦ୍ୱୀପ ଓ  ପୁରୀରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି I

  • କେଉଁଠି କେତେ ଦୃଶ୍ୟମାନ?
  • ବଲାଙ୍ଗୀର -100 ମିଟର
  • ଭୁବନେଶ୍ୱର -200 ମିଟର
  • ଭବାନୀପାଟଣା -200 ମିଟର
  • ମାଲକାନଗିରି -200 ମିଟର
  • ପୁରୀ -600 ମିଟର
  • ପାରାଦ୍ୱୀପ -800 ମିଟର
    (IMD ରିପୋର୍ଟ )

Leave A Reply

Your email address will not be published.