ବରିଷ୍ଠ OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ
ଭୁବନେଶ୍ୱର//TATKAL ODISHA//
ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ (OAS) ସ୍ତରରେ ଅଦଳ ବଦଳ ହୋଇଛି I
ଏକାଥରେ 28 ଓଏଏସ ବଦଳିଛନ୍ତି I
ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I
ଦେଖନ୍ତୁ.. ତାଲିକା…

Recover your password.
A password will be e-mailed to you.