ବରିଷ୍ଠ OAS ପ୍ରସନ୍ନ କୁମାର ଷଡ଼ଙ୍ଗୀ ମଦ ନିଗମ ଏମଡି

0
  • ଭୁବନେଶ୍ୱର//TATKAL ODISHA//

ବରଷ୍ଠ OAS ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି I

ବିଧାନସଭାର ବିରୋଧୀ ଦଳ ନେତାଙ୍କ ପିଏସ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କ ବଦଳି ହୋଇଛି I ସେ ଓଡ଼ିଶା ମଦ ନିଗମରେ ପରିଚାଳନା ନିର୍ଦେଶକ (ଏମଡି) ଭାବରେ କାର୍ଯ୍ୟ ସମ୍ପାଦନ କରିବେ I

ଅନ୍ୟପକ୍ଷରେ ନୂଆପଡାର ଉପଜିଲ୍ଲାପାଳ ତାରିଣୀସେନ ନାଏକଙ୍କୁ ବିରୋଧୀ ଦଳ ନେତାଙ୍କ ପିଏସ ଭାବରେ ବଦଳି କରାଯାଇଛି I

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I

Leave A Reply

Your email address will not be published.