ବଦଳିଲେ 118 ଓଏସ ଅଧିକାରୀ

0
  • ଅଧିକାଂଶ ତହସିଲଦାର, ବିଡ଼ିଓ

ଭୁବନେଶ୍ୱର//TATKAL ODISHA//

ମୋହନ ମାଝୀଙ୍କ ସରକାର ଗୁରୁବାର ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।

ଏକାଥରେ 118 ଓଏଏସଙ୍କ ବଦଳି ହୋଇଛି I ଏଥିରେ ଅଧିକାଂଶ ତହସିଲଦାର ଓ ବିଡ଼ିଓ I

ଦେଖନ୍ତୁ ବଦଳି ତାଲିକା…

Leave A Reply

Your email address will not be published.