ବଦଳିଲେ ଜଗସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ

0
  • ଭୁବନେଶ୍ୱର//TATKAL ODHISHA //

ଆଇଏଏସ ଅଫିସର ସ୍ତରରେ ଅଦଳ ବଦଳ ହୋଇଛି I ବଦଳିଛନ୍ତି ଜଗସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାପାଳ I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି I

  • ୨୦୧୫ ବ୍ୟାଚ ଆଇଏଏସ୍ ପାରୁଲ ପଟୱାରୀ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ I
  • ଜଗତ୍ସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋରଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି I
  • ବରିଷ୍ଠ ଆଇଏଏସ୍ ଅଫିସର ଗଙ୍ଗାଧର ସାହୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି I
  • ଖୋର୍ଦ୍ଧା ଜିଲ୍ଲାପାଳ ଥିବା ସନତ କୁମାର ମହାନ୍ତିଙ୍କୁ ଏସ୍ସିଇଆରଟି ଓ ଟିଇର ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି I
ପ୍ରକାଶିତ ବିଜ୍ଞପ୍ତି

Leave A Reply

Your email address will not be published.