ବଢ଼ି ଚାଲିଛି ସଂକ୍ରମଣ: 6000 ଟ୍ରେଣ୍ଡ ଜାରି
ଭୁବନେଶ୍ୱର//ତତ୍କାଳ ଓଡ଼ିଶା //
କରୋନା ସଂକ୍ରମିତଙ୍କ ସଂଖ୍ୟା କମୁନାହିଁ, ବଢିଚାଲିଛି I କ୍ରମାଗତ ସାତ ଦିନ ଧରି 6000 ଟ୍ରେଣ୍ଡ ଜାରି ରହିଛି I
ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି 6073 ଆକ୍ରାନ୍ତ । ଏମାନଙ୍କ ଭିତରେ 3522 ଆକ୍ରାନ୍ତ କ୍ୱାରେଣ୍ଟାଇନରୁ ଓ 2551 ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।