ବଙ୍ଗୋପସାଗରରେ ‘ନିମ୍ନ ଚାପ’ : ପାଗ କୋହଲା

0

  • ଭୁବନେଶ୍ୱର//TATKAL ODISHA//


ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏଁ ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଲମ୍ବିଛି  ନିମ୍ନ-ଚାପ I

ଉକ୍ତ ରେଖା ପ୍ରଭାବରେ ଓଡ଼ିଶାରେ ଲାଗିରହିଛି କୋହୋଲା ପାଗ I ଆଗାମୀ 24 ଘଣ୍ଟା ଯାଏ ଲାଗି ରହିବ I

ତେବେ ରାତିରେ ସମଗ୍ର ଓଡ଼ିଶାରେ ଘନ କୁହୁଡି଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି I 

Leave A Reply

Your email address will not be published.