ପ୍ରବାସୀ ଭାରତୀୟ ଦିବସ ଶୁଭାରମ୍ଭ.. ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ସୁମଧୁର ଗୀତ
ଭୁବନେଶ୍ୱର // TATKAL MUSIC//
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଶୁଭାରମ୍ଭ ହୋଇଛି I ତାହା ତିନି ଦିନ ଧରି ଅର୍ଥାତ ଆଠରୁ ଦଶ ପର୍ଯ୍ୟନ୍ତ ଚାଲିବ I
ପ୍ରବାସୀ ଭାରତୀୟମାନେ ପରସ୍ପର ସହିତ ଦେଖା ସାକ୍ଷାତ କରିବାର ଏକ ସୁଯୋଗ ପାଇଥାଆନ୍ତି ।
ଏହି ସମ୍ମିଳନୀ ବିଦେଶରେ ରହୁଥିବା ଭାରତୀୟମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କଥା ଭାରତ ସରକାରଙ୍କ ସହିତ ପ୍ରବାସୀ ଭାରତୀୟମାନଙ୍କର ଆଲୋଚନା-ପର୍ଯ୍ୟାଲୋଚନା ପାଇଁ ଏକ ସମର୍ଥ ମଞ୍ଚ ପ୍ରଦାନ କରିଛି ।
ଏହି ଅବସରରେ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ଗାନ କରିଛନ୍ତି -“ଆଜି ପ୍ରବାସୀ ଭାରତୀୟ ଦିବସ”
ଶୁଣନ୍ତୁ..