ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ବାବା ବଳିଆଙ୍କୁ ପଦ୍ମଶ୍ରୀ

0
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି I


ଓଡ଼ିଶାରୁ ୬ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମିଳିଛି I

  • ସାହିତ୍ୟ ଓ ଶିକ୍ଷା ପାଇଁ ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ
  • ପାରା ବ୍ୟାଡମିଣ୍ଟନ ଆଥଲେଟ ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’’
  • ଶ୍ରୀମଦ ବାବା ବଳିଆ ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର
    ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ ପାଇବେ ସମ୍ମାନ
  • ଆଦିତ୍ୟ ପ୍ରସାଦ ଦାଶପଦ୍ମଶ୍ରୀ’
  • ଶ୍ୟାମାମଣୀ ଦେବୀଙ୍କୁ ‘ପଦ୍ମଶ୍ରୀ’
  • ସଙ୍ଗୀତ ସାଧନା ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ
    ବିଜ୍ଞାନ ଓ ବୈଷୟିକ ଶିକ୍ଷା ପାଇଁ ଆଦିତ୍ୟ ପ୍ରସାଦ ଦାଶ ପାଇବେ
    ନରସିଂହ ପ୍ରସାଦ ଗୁରୁ ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର

Leave A Reply

Your email address will not be published.