ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ 24ରେ ଭୋଟ

0
  • ମାର୍ଚ୍ଚ ୨୬ରେ ଭୋଟ ଗଣତି

ଭୁବନେଶ୍ୱର//TATKAL ODISHA//

ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ମାର୍ଚ୍ଚ ୨୪ରେ ହେବ ଭୋଟ ଗ୍ରହଣ ଏବଂ ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି I

ରାଜ୍ୟର ୧୦୬ଟି ପୌର ପରିଷଦ ଓ ୩ଟି ମହାନଗର ନିଗମରେ ହେବ ନିର୍ବାଚନ I


ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ I

ରାଜ୍ୟର ଅଧିକାଂଶ ପୌର ପରିଷଦ ଗୁଡିକର କାର୍ଯ୍ୟକାଳ ଗତ September, 2018 ଠାରୁ ପର୍ଯ୍ୟାୟକ୍ରମେ ଶେଷ ହୋଇସାରିଛି Hindol ଓ Attabira NACର କାର୍ଯ୍ୟକାଳ ଶେଷ ହୋଇନାହିଁ Remuna, Chandbali, Dhamnagar ଏବଂ Bijepur NAC ନୂତନ ଭାବେ ଗଠିତ ହୋଇଅଛି ଏବଂ ଏଠାରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେବ ।
Berhampur Municipal Corporation September,2018ରେ ସରିଯାଇଛି । ସେହିପରି Bhubaneswar ଓ Cuttack Municipal
Corporationର କାର୍ଯ୍ୟକାଳ ଯଥାକ୍ରମେ January ଓ February 2019ରେ ସରିଯାଇଅଛି
ପୌର ଆଇନର ଆବଶ୍ୟକୀୟ ସଂଶୋଧନ ପରେ ଜିଲ୍ଲାପାଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ 31.01.2022 ତାରିଖରେ ୱାର୍ଡଗୁଡିକର ସୀମା ନିର୍ଦ୍ଧାରଣ ଓ Councillor/Corporator ଏବଂ Chairperson/ Mayor ପଦବୀ ପାଇଁ ଆସନ ଆରକ୍ଷଣ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଏହା ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ
ପୌର ପରିଷଦ ପାଇଁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ 02.02.2022ରାଜ୍ୟର ଅଧିକାଂଶ ପୌର ପରିଷଦ ଗୁଡିକର କାର୍ଯ୍ୟକାଳ ଗତ September, 2018 ଠାରୁ ପର୍ଯ୍ୟାୟକ୍ରମେ ଶେଷ ହୋଇସାରିଛି Hindol ଓ Attabira NACର କାର୍ଯ୍ୟକାଳ ଶେଷ ହୋଇନାହିଁ Remuna, Chandbali, Dhamnagar ଏବଂ Bijepur NAC ନୂତନ ଭାବେ ଗଠିତ ହୋଇଅଛି ଏବଂ ଏଠାରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେବ ।
Berhampur Municipal Corporation September,
2018ରେ ସରିଯାଇଛି । ସେହିପରି Bhubaneswar ଓ Cuttack Municipal
Corporationର କାର୍ଯ୍ୟକାଳ ଯଥାକ୍ରମେ January ଓ February 2019ରେ ସରିଯାଇଅଛି
ପୌର ଆଇନର ଆବଶ୍ୟକୀୟ ସଂଶୋଧନ ପରେ ଜିଲ୍ଲାପାଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ 31.01.2022 ତାରିଖରେ ୱାର୍ଡଗୁଡିକର ସୀମା ନିର୍ଦ୍ଧାରଣ ଓ Councillor/Corporator ଏବଂ Chairperson/ Mayor ପଦବୀ ପାଇଁ ଆସନ ଆରକ୍ଷଣ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଏହା ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ପୌର ପରିଷଦ ପାଇଁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ 02.02.2022ରାଜ୍ୟରେ ପ୍ରଥମ ଥର ପାଇଁ Chairperson/ Mayor ନିର୍ବାଚନ ପ୍ରତ୍ୟକ୍ଷ ଭାବେ ହେବ ଏବଂ ଏହା ପାଇଁ କମିଶନ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି
୩. Chairperson / Mayor ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉ ଥିବାରୁ ପ୍ରତ୍ୟେକ ବୁଥରେ ଦୁଇଟି Electronic Voting Machine (EVM) ପୃଥକ
କୋଠରୀରେ (Separete Compartment) ବ୍ୟବହାର କରାଯିବ, ଗୋଟିଏ
Councillor/Corporator ନିର୍ବାଚନ ପାଇଁ ଉଦ୍ଦିଷ୍ଟ ହେଲା ବେଳକୁ ଅନ୍ୟଟି
Chairperperson/ Mayor ନିର୍ବାଚନ ପାଇଁ ଉଦ୍ଦିଷ୍ଟ ହେବ
୪.Councillor/Corporator ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ Chairperson / Mayor ନିର୍ବାଚନ ପାଇଁ ହଳଦିଆ କାଗଜ EVMରେ ବ୍ୟବହାର କରାଯିବ ।
୫.ସମାନ ରଙ୍ଗର Sticker Control Unit ରେ ଲଗାଯିବ
୬.ପ୍ରଥମ ଥର ପାଇଁ ପୌର ନିର୍ବାଚନରେ EVM ରେ NOTA option ରହିବ Ballot Unit ର ଶେଷ ପ୍ରାର୍ଥୀ ପରେ NOTA ରହିବ ।
୭. ନିର୍ବାଚନରେ ପ୍ରତିଯୋଗିତା କରୁଥିବା ପ୍ରାର୍ଥୀ ମାନଙ୍କ ପାଇଁ ଖର୍ଚ୍ଚ ସୀମାକୁ ରାଜ୍ୟ ନିର୍ବାଚନ କମିଶନ ନିମ୍ନମତେ ପରିମାର୍ଜିତ କରିଛନ୍ତି ।
୯.ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ପତ୍ର ସହିତ
ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ 
କ. ପ୍ରଥମଟି ଶିକ୍ଷାଗତ ଯୋଗ୍ୟତା, ଅପରାଧ୍ଵକ ମାମଲା ଓ ସମ୍ପଭି ତାଲିକା ଇତ୍ୟାଦି
ଖ. ଗୋଟିଏ ସ୍ତ୍ରୀ ଜୀବିତ ଏବଂ ଦୁଇରୁ ଅଧିକ ପିଲା ନ ଥିବା ।

Leave A Reply

Your email address will not be published.