ପୋଲିସ ଭ୍ୟାନରୁ ଚୋରା କାଠ ଜବଦ

0
  • ଚାରି ପୋଲିସ ଅଟକ
  • ପାରଳାଖେମୁଣ୍ଡି//TATKAL ODHISHA//


ପୋଲିସ ଭ୍ୟାନ୍‌ରୁ ଚୋରା କାଠ ଜବତ I ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି, ହେଲେ ଘଟଣାଟି ସତ I


 ମିଳିଥିବା ସୂଚନାନୁସାରେ ଶହେରୁ ଊର୍ଦ୍ଧ୍ୱ ଶାଗୁଆନ କାଠ ଗଣ୍ଡିକୁପୋଲିସ ଭ୍ୟାନରେ ନିଆ ଯାଉଥିବାବେଳେ ବନ ବିଭାଗ ସ୍କ୍ୱାଡ଼ ଧରିଥିଲା I

 ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକ ନିକଟରୁ ଏହି ମୂଲ୍ୟବାନ ଜବତ ହୋଇଛି I ଏଥିରେ ସମ୍ପୃକ୍ତ ୪ ପୋଲିସ ଅଟକ ରହିଛନ୍ତି I 

Leave A Reply

Your email address will not be published.