ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ବିଜେଡି ଟିକେଟରୁ ରାଜ୍ୟସଭା ଯିବେ ?

0
  • ରିପୋର୍ଟ //ମାନସ ରଞ୍ଜନ ପାତ୍ର//
  • ଭୁବନେଶ୍ୱର//TATKALODISHA//
    +++++++++++++++++++++++
  • ବିଜେଡି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇ ନାହିଁ

 

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି I କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ?ଶେଷ ପର୍ଯ୍ୟାୟ ଆଲୋଚନା ସରିଛି I ପ୍ରଦୀପ ରାଜି ହୋଇଛନ୍ତି I ଅନୁଷ୍ଠାନିକ ଘୋଷଣା କେବଳ ବାକି I ତେବେ ପ୍ରଦୀପଙ୍କ ରାଜ୍ୟସଭା ଯିବା ରାସ୍ତା ବି ପରିଷ୍କାର ହୋଇଥିଵା ଜଣାପଡିଛି Iବିଜେଡି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହୋଇ ନାହିଁ I 


ସୂଚନାନୁସାରେ ପ୍ରଦୀପ ମାଝି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିଷ୍ପତ୍ତି ହୋଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ଆସନ ଖାଲି ହେଉଛି। ସେଗୁଡିକ ହେଲା ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଏବଂ ଏନ ଭାସ୍କର ରାଓ। ଏହି ତିନୋଟିରୁ ଗୋଟିଏ ପ୍ରଦୀପ ନେବେ।


ପ୍ରଦୀପଙ୍କୁ ଦଳକୁ ଆଣିବା ପରେ କୋରାପୁଟ ଓ ନବରଙ୍ଗପୁର ଇଲାକାରେ କଂଗ୍ରେସର ଦୁର୍ଗ ଭୁଷୁଡ଼ି ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି I 

Leave A Reply

Your email address will not be published.