ପୁରୀ ରଥଯାତ୍ରା ଭଳି ଗଡିବ ରୁକୁଣା ରଥ : ଭକ୍ତ ଶୂନ୍ୟ

0
  • ପୁରା ରଥ ଦାଣ୍ଡ ସାନିଟାଇଜ ହେବ
  • ନେଗେଟିଭ ରିପୋର୍ଟ ଥିବା ସେବାୟତ ରଥ ଟାଣିବେ

ବିଏମସି ଦ୍ୱାରା ଏସଓପି ଜାରି

Rukuna Rath Festival Allowed With Out Devotees

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭଳି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ହେବ I କରୋନା କଟକଣା ପାଇଁ ରଥଦାଣ୍ଡ ଭକ୍ତ ଶୂନ୍ୟ ରହିବ Iନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହେବ I ରଥ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ସମସ୍ତ ସେବାୟତଙ୍କର ବାଧ୍ୟତାମୂଳକ କରୋନା ଆରଟି-ପିସିଆର୍ ଟେଷ୍ଟ କରାଯିବ । ସେବାୟତ ମୁହଁରେ ମାସ୍କ ପିନ୍ଧି ରଥ ଟାଣିବେ ।

ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛି ବିଏମସି ।

1.ରଥ ଯାତ୍ରା ବେଳେ ବାଣ ଫୁଟି ପାରିବ ନାହିଁ ।

2. ଯାତ୍ରା ବେଳେ କେହି ଛେପ ପକାଇବେ ନାହିଁ । 

3. ରଥ ଟଣା ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷ ରଥକୁ ସାନିଟାଇଜ୍ କରିବେ । 4. ସମୟରେ ସାମାଜିକ ଦୂରତା ରକ୍ଷା କରିବେ ।

5 ସେବାୟତଙ୍କ ଥର୍ମାଲ୍ ସ୍କ୍ରିନିଂ ସହ ହ୍ୟାଣ୍ଡ ସାନିଟାଇଜେସନ୍ ହେବ ।

Leave A Reply

Your email address will not be published.