ପୁଣି CBI ପଞ୍ଝା : ଟେନସନରେ 5 ବିଧାୟକ?

0

  • ଭୁବନେଶ୍ୱର//TATKAL ODISHA//

ଲେଡି ବ୍ଲାକମେଲର ଅର୍ଚନା ନାଗ କେଳାଙ୍କାରୀରେ ଇଡି ଘାଣ୍ଟୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ସିବିଆଇ ପୁଣି ପୁରୁଣା ଚିଟଫଣ୍ଡ  ଦୁର୍ନୀତି ମାମଲାରେ ପଞ୍ଝା ପକାଇଛି I

ଶନିବାର ବିଳମ୍ବିତ ରାତିରେ କଟକର ସିବିଆଇ ଚଡାଉ କରିଥିଲାବେଳେ ଖୁବଶୀଘ୍ର  ଅନ୍ୟ ସ୍ଥାନରେ ଛାନବିନ ଆରମ୍ଭ ହେବ I

 ପ୍ରଥମ ସିସୋର କମ୍ପାନୀ ଉପରେ ତଦନ୍ତ ଆରମ୍ଭ ହେବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗର କାଗଜ ପତ୍ର ଯାଞ୍ଚ ହୋଇଛି I 

ଏହି ଦୁର୍ନୀତିରେ  ସମ୍ପୃକ୍ତ ନେତା, ପ୍ରଶାସକ ତଥା ଅନ୍ୟ ଲୋକଙ୍କୁ ସିବିଆଇ ସମନ କରି ଜେରା କରିବ ବୋଲି ଜଣାପଡ଼ିଛି I ତେଣୁ ବିବାଦୀୟ 5 ବିଧାୟକ ସିବିଆଇ ଭୟରେ ଟେନସନରେ ଅଛନ୍ତି I

ଏହି ପାଞ୍ଚ ତାଲିକାରେ ଜଣେ ପୂର୍ବତନ ମନ୍ତ୍ରୀ ସାମିଲ ଥିବା ଜଣା ପଡ଼ିଛି I

Leave A Reply

Your email address will not be published.