ପୁଣି 4 ଓମିକ୍ରନ ଆକ୍ରାନ୍ତ : ମୋଟ ସଂଖ୍ୟା 8

0

ଭୁବନେଶ୍ୱର//TATKAL ODISHA//

ଓଡ଼ିଶାରେ ପୁଣି 4 ଓମିକ୍ରନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି I ଏମାନଙ୍କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 8 ହୋଇଛି I

ଇଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ଵା ଆଇଏଲଏସ ପକ୍ଷରୁ ଏହି ସୂଚନା ଦିଆ ଯାଇଛି I ନୂଆ ଆକ୍ରାନ୍ତ ବି ବିଦେଶ ଫେରନ୍ତା ବୋଲି ଜଣାପଡ଼ିଛି I

  • ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ…

ଓଡ଼ିଶାରେ ଦୁଇ ଓମିକ୍ରନ : ସ୍ୱାସ୍ଥ୍ୟ ବିଭାଗ ତତ୍ପର

http://tatkalodisha.in/?p=12183
ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ଉଭୟ ଭୁବନେଶ୍ୱର ବାସିନ୍ଦା

ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ଉଭୟ ଭୁବନେଶ୍ୱର ବାସିନ୍ଦା

Leave A Reply

Your email address will not be published.