ପୁଣି 3000 ଟପିଲା କରୋନା ସଂକ୍ରମଣ
ଭୁବନେଶ୍ୱର //ତତ୍କାଳ ଓଡ଼ିଶା//
ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ସତ୍ୱେ ମହାମାରୀ କରୋନା ସଂକ୍ରମଣରେ ବ୍ରେକ ଲାଗୁନାହିଁ I ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅଧିକ ଭାୟାନକ ହୋଇଛି I ହୁ ହୁ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା ।
୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮୨୩ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୨୧ ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଓ ଖୋର୍ଦ୍ଧାରୁ ୪୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ଦେଖନ୍ତୁ ରିପୋର୍ଟ
: Covid-19 Report For 16th April
New Positive Cases: 3144
In quarantine: 1823
Local contacts: 1321
(Details of local contacts will be shared by concerned Dist Administration)
District Wise Cases:
Covid-19 Report For 16th April
New Positive Cases: 3144
In quarantine: 1823
Local contacts: 1321
(Details of local contacts will be shared by concerned Dist Administration)
District Wise Cases:
- Angul: 49
- Balasore: 28
- Bargarh: 156
- Bhadrak: 51
- Balangir: 92
- …………………..
- Boudh: 7
- Cuttack: 140
- Deogarh: 21
- Dhenkanal: 1
- Gajapati: 67
- Ganjam: 44
- Jagatsinghpur: 18
- Jajpur: 76
- Jharsuguda: 119
- Kalahandi: 53
- Kandhamal: 13
- Kendrapada: 15
- Keonjhar: 128
- Khurda: 497
- Koraput: 18
- Malkangiri: 4
- : Mayurbhanj: 68
- Nawarangpur: 96
- Nayagarh: 29
- Nuapada: 395
- Puri: 129
- Rayagada: 44
- Sambalpur: 149
- Sonepur: 4
- Sundargarh: 523
- State Pool: 110
New recovery: 952
Cumulative tested: 9565427
Positive: 364594
Recovered: 343522
Active cases: 19077