ପୁଣି ଲୋକସଭା ସଦସ୍ୟ ଫେରି ପାଇବେ ରାହୁଲ

0

ନୂଆଦିଲ୍ଲୀ//TATKAL ODISHA//

ମୋଦୀ ସାଙ୍ଗିଆ ମାମଲାରେ ହାଇକୋର୍ଟ ରାହୁଳ ଗାନ୍ଧୀଙ୍କୁ ଦେଇଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମ୍‍କୋର୍ଟ I
ଫଳରେ ରାହୁଳ ପୁଣି ଥରେ ଲୋକସଭା ସଦସ୍ୟ ପଦବୀ ଫେରିପାଇବା ସମ୍ଭାବନା ଉଜ୍ୱଳ ହୋଇଛି I

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଗାନ୍ଧୀ ମୂର୍ତ୍ତି ତଳେ ରାହୁଲ ଗାନ୍ଧୀ
ବିଜେପି ବିଧାୟକ ପୂର୍ଣ୍ଣେଷ ମୋଦୀ ଗୁଜୁରାଟର ଏକ କୋର୍ଟରେ ରୁଜୁ କରିଥିବା ମାମଲାରେ ରାହୁଳଙ୍କୁ ୨ବର୍ଷ କାରାଦଣ୍ଡ ଆଦେଶ ଦେଇଥିଲେ ଅଦାଲତ I

ଏଥିଯୋଗୁଁ ତାଙ୍କ ଲୋକସଭା ସଦସ୍ୟ ପଦବୀ ରଦ୍ଦ ହୋଇ ଯାଇଥିଲା I

Leave A Reply

Your email address will not be published.