ପୁଣି ବଦଳିବ ନାଁ : ଲୋକସେବା ଭବନ ହେବ ସଚିବାଳୟ?

0

ଭୁବନେଶ୍ବର,//TATKAL ODISHA//: 

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ସାରାରାଜ୍ୟରେ ହୋହାଲ୍ଲା ଚାଲିଥିବାବେଳେ ‘ଲୋକସେବା ଭବନ’କୁ  ପୁଣି  ‘ସଚିବାଳୟ’ କରିବାକୁ  ମସୁଧା ଚାଲିଛି I ଏଥିପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ବଡ଼ ବଡ଼ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଏକ ସୁତ୍ରରୁ ଜଣାପଡ଼ିଛି I 

ହେଲେ ସରକାରୀ ଭାବେ କିଛି କୁହାଯାଇନାହିଁ I 

 30 ଜୁଲାଇ 2019ରେ  ସଚିବାଳୟ ଲୋକସେବା ଭବନରେ ରୂପାନ୍ତରିତ  ହେବ ବୋଲି ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ସେବେଠାରୁ ସଚିବାଳୟ ଲୋକସେବା ଭବନ ନାମରେ ପରିଚିତ ହୋଇଥିଲା I 

ଏବେ ନୂଆ ସରକାର ପୁରୁଣା ନାଁକୁ ଆପଣାଉ ଥିବା ଚର୍ଚ୍ଚା ହେଉଛି I

Leave A Reply

Your email address will not be published.