ପୁଣି ଘଣ୍ଟାମାଡ଼, ପୁଣି ଗୃହ ଅଚଳ

0
  • ମମିତା ପ୍ରସଙ୍ଗରେ ଗୃହ
  • ସାଢ଼େ11 ଯାଏ ମୁଲତଵୀ

ଭୁବନେଶ୍ୱର//TATKAL ODISHA//

ବିଧାନସଭା ଅଧିବେଶନର ନବନ  ଦିନରେ ବି ଗୃହରେ ଚାଲିପାରିଲାନି ପ୍ରଶ୍ନ କାଳ I ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ସାଢ଼େ 11ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି I
ଶୁକ୍ରବାର  ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ବିରୋଧୀ କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ହାତରେ ପ୍ଲାକାର୍ଡ, ବ୍ୟାନର ଧରି ହୋହାଲ୍ଲା ସହ ନାରାବାଜି କରିଥିଲେ । ଆଉ ଗୃହରେ ପୁଣି ଉଠାଇଥିଲେ ମମିତା ମେହେର ପ୍ରସଙ୍ଗ ।
ଗୃହ ଆରମ୍ଭ ହେବା ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜିକୁ ନେଇ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।ଦିନ ସାଢ଼େ 11ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Leave A Reply

Your email address will not be published.