ପଦୋନ୍ନତି ପାଇଲେ 14 OAS

0
  • OPSC ଅନମୋଦନ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର,//TATKAL ODISHA//

ଓଡ଼ିଶା ପ୍ରଶାସନିକ ଅଧିକାରୀ(OAS) ସ୍ତରରେ 14 ବରିଷ୍ଠ ଅଧିକାରୀ ପଦୋନ୍ନତି ପାଇଛନ୍ତି I

7 ଜଣ ଓଏଏସ ‘ସୁପର ଆଡମିନିଷ୍ଟ୍ରେଟିଭ’ ଗ୍ରେଡରୁ ‘ସ୍ପେସିଆଲ ସେକ୍ରେଟାରୀ’ ପଦବୀକୁ ପଦୋନ୍ନତି ପାଇଛନ୍ତି I

ଆଉ 7 ଜଣ ଓଏଏସ ସିନିଅର ଆଡ଼ମିନିଷ୍ଟ୍ରେଟିଭରୁ ‘ସୁପର ଆଡମିନିଷ୍ଟ୍ରେଟିଭ’ ଗ୍ରେଡକୁ ପଦୋନ୍ନତି ପାଇଛନ୍ତି I

ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ ପାଇଛି…

Leave A Reply

Your email address will not be published.