ପଞ୍ଚାୟତ ନିର୍ବାଚନ: କଟକଣା କୋହଳ

0
  • ଭୁବନେଶ୍ୱର//TATKAL ODISHA//

ପଞ୍ଚାୟତ ନିର୍ବାଚନ କଟକଣା କୋହଳ ହୋଇଛି I ରାଜ୍ୟ ନିର୍ବାଚନ ଅଯୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି I

ସେ କହିଛନ୍ତି ଯେ,

  • 300 ଲୋକଙ୍କୁ ନେଇ ରାଜନୈଚିକ ସଭା କରିବାକୁ ଅନୁମତି
  • 20 ଜଣଙ୍କୁ ନେଇ ପ୍ରଚାର କରି ପାରିବେ ପ୍ରାର୍ଥୀ
  • ସଂକ୍ରମଣ କମିଥିବାକୁ କୋହଳ ହେଲା କଟକଣା
  • ରାଲି, ବାଇକ୍‌ ରାଲି ଓ ପଦଯାତ୍ରାରେ ପୂର୍ବପରି କଟକଣା ବଳବତ୍ତର
  • ସଂକ୍ରମଣ କମିଥିବାରୁ ପ୍ରଚାର କଟକଣା କୋହଳ କଲେ SEC
  • ସଭାରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ଆଜିଠାରୁ ଲାଗୁ ହେଲା ନୂଆ ନିୟମ
  • ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନ

Leave A Reply

Your email address will not be published.