ନୂଆ ମନ୍ତ୍ରୀମଣ୍ଡଳର ଶପଥ ଉତ୍ସବ : 13 କ୍ୟାବିନେଟ, 8 ରାଷ୍ଟ୍ରମନ୍ତ୍ରୀ

0
  • ଭୁବନେଶ୍ୱର//TATKAL ODISHA//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପ୍ରାରମ୍ଭରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ପାଠ ହୋଇଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଠିକ ପୂର୍ବାହ୍ନ 11.50ରେ ନୂଆ ମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି..

ଲୋକସେବା ଭବନ କନଭେସନ ହଲରେ ଏହି ସପଥ ଉତ୍ସବ ପାଳନ ହୋଇଥିଲା I

  • କେଉଁମାନେ ମନ୍ତ୍ରୀ ହେଲେ??

କ୍ୟାବିନେଟ ମନ୍ତ୍ରୀ

  1. ଜଗନ୍ନାଥ ସାରକା
  2. ନିରଞ୍ଜନ ପୂଜାରୀ
  3. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  4. ପ୍ରମିଳା ମଲ୍ଲିକ
  5. ଉଷା ଦେବୀ
  6. ପ୍ରଫୁଲ୍ଲ କୁମାର ମଲ୍ଲିକ
  7. ପ୍ରତାପ କେଶରୀ ଦେବ
  8. ଅତନୁ ସବ୍ୟସାଚୀ ନାୟକ
  9. ପ୍ରଦୀପ କୁମାର ଅମାତ
  10. ନବ କିଶୋର ଦାସ
  11. ଅଶୋକ ଚନ୍ଦ୍ର ପଣ୍ଡା
  12. ଟୁକୁନି ସାହୁ
  13. ରାଜେନ୍ଦ୍ର ଢୋଲକିଆ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

  • 1. ସମୀର ରଞ୍ଜନ ଦାଶ
  • 2. ଅଶ୍ୱିନୀ କୁମାର ପାତ୍ର
  • 3.ପ୍ରୀତି ରଞ୍ଜନ ଘଡେଇ
  • 4. ଶ୍ରୀକାନ୍ତ ସାହୁ
  • 5. ତୁଷାର କାନ୍ତି ବେହେରା
  • 6 ରୋହିତ ପୂଜାରୀ
  • 7. ରିତା ସାହୁ
  • 8.ବାସନ୍ତୀ ହେମ୍ରମ

ଶପଥ ଉତ୍ସବ ଶେଷରେ ମନ୍ତ୍ରୀମାନେ ଏକାଠି ହୋଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇ ଥିଲେ I

Leave A Reply

Your email address will not be published.