ନୂଆ ଦାୟିତ୍ୱ,କେଉଁ ପ୍ରକୋଷ୍ଠକୁ କିଏ?
- ବିଭିନ୍ନ ପ୍ରକୋଷ୍ଠ (ଉରକ୍ଷକ୍ଷ)ର ରାଜ୍ୟ ସଂଯୋଜକମାନଙ୍କ ନାମ ତାଲିକା ଘୋଷଣା
- ଭୁବନେଶ୍ୱର,//TATKAL ODISHA//
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଭିନ୍ନ ପ୍ରକୋଷ୍ଠ (ଉରକ୍ଷକ୍ଷ)ର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।
- ୦୧.ବୁଦ୍ଧିଜୀବୀ ପ୍ରକୋଷ୍ଠ – ସୁଦର୍ଶନ ନାୟକ;
- ୦୨.ଶିକ୍ଷକ ପ୍ରକୋଷ୍ଠ – ଲକ୍ଷ୍ମୀକାନ୍ତ ମିଶ୍ର;
- ୦୩.ଆଇନଜୀବି ପ୍ରକୋଷ୍ଠ – ସୌର ଚନ୍ଦ୍ର ମହାପାତ୍ର;
- ୦୪.ସମବାୟ ପ୍ରକୋଷ୍ଠ – ରଞ୍ଜନ ମଙ୍ଗରାଜ;
- ୦୫.ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠ – ପ୍ରଭାତ କେଶରୀ ମିଶ୍ର; ୦୬.ବ୍ୟବସାୟୀ ପ୍ରକୋଷ୍ଠ – ଗୋବିନ୍ଦ ଅଗ୍ରୱାଲ;
- ୦୭.ସି.ଏ ପ୍ରକୋଷ୍ଠ – ମିହିର ସାହୁ;
- ୦୮.ଅର୍ଥନୀତି ପ୍ରକୋଷ୍ଠ – ଡକ୍ଟର କେ.ସି ପାଣିଗ୍ରାହୀ;
- ୦୯.ନଗରାଚଂଳ ପ୍ରକୋଷ୍ଠ – ଜୀବନ ପ୍ରଦୀପ ଦାସ (ପୂର୍ବତନ ବିଧାୟକ);
- ୧୦. ପଂଚାୟତିରାଜ ପ୍ରକୋଷ୍ଠ-ଶଙ୍କର୍ଷଣ ପରିଡା
- ୧୧. ମେଡିକାଲ ପ୍ରକୋଷ୍ଠ-ଡାକ୍ତର କୈଳାଶ ବିଶ୍ୱାଳ;
- ୧୨. ଇ.ଡବ୍ଲ୍ୟୁ.ଏସ ପ୍ରକୋଷ୍ଠ- କୁଳମଣି ମିଶ୍ର;
- ୧୩. ମତ୍ସ୍ୟଜୀବୀ ପ୍ରକୋଷ୍ଠ – ବିଜୟ ମଲ୍ଲିକ;
- ୧୪. ସାଂସ୍କୃତିକ ପ୍ରକୋଷ୍ଠ-ଶ୍ରୀମତି ପିଙ୍କି ପ୍ରଧାନ;
- ୧୫. ପୂର୍ବସୈନିକ ପ୍ରକୋଷ୍ଠ-କର୍ଣ୍ଣେଲ. ବିରେନ୍ଦ୍ର ବସ୍ତିଆ,
- ୧୬. ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠ- ଜ୍ୟୋତି ରଞ୍ଜନ ନାୟକ ।