ନୁଆଁଖାଇ ପର୍ବରେ ଶୁଣନ୍ତୁ ସମ୍ବଲପୁରୀ ଢାପ- ‘ନୁଆଁଖାଇ ଜୁହାର’

0
  • ସମ୍ବଲପୁର, ବଲାଙ୍ଗୀର //TATKAL ODISHA//

ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ପାରମ୍ପରିକ ଓ ଖୁବ ଧୁମଧାମରେ ପାଳନ ହେଉଛି I

 ଧାନ ଅମଳର ଖୁସିରେ ଏହି ପର୍ବ କାହିଁ କେଉଁ ଦିନରୁ ପାଳନ ହେଉଛି I

 ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଅର୍ଥାତ ଗଣେଶ ଚତୁର୍ଥୀର ପରଦିନ ପାଳିତ ହେବାର ଵିଧି ରହିଛି । 

 ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ସାମୁହିକ ସେବନ କରୁଛନ୍ତି। ଏହି କ୍ଷୀରିକୁ  “ନବାନ୍ନ” ବା “ନବାର୍ଣ୍ଣ” କୁହାଯାଉଛି । 

ଏହି ଅବସରରେ ନୁଆ ସମ୍ବଲପୁରୀ ଢାପ ‘ନୁଆଁଖାଇ ଜୁହାର’ ମୁକ୍ତିଲାଭ କରିଛି I

  • କଣ୍ଠ – ନବୀନ, ସସ୍ମିତା 
  • ଗୀତ – ସଞ୍ଜୟ ତ୍ରିପାଠୀ 
  • ସଂଗୀତ – ନବୀନ କୁଅଁର 

ତାହାଲେ ଆସନ୍ତୁ ଶୁଣିବା ସେଇ ସୁମଧୁର “ନୁଆଁଖାଇ ଗୀତ”…

Leave A Reply

Your email address will not be published.