ନିୟମିତ ଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ

0

ଭୁବନେଶ୍ୱର//TATKAL ODISHA//

ଅନ୍ତର୍ଜାତୀୟ ଯୋଗ ଦିବସରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗର ଉପକାରିତା ଉପରେ ଅଭିଭାଷଣ ଦେଇଛନ୍ତି I

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିୟମିତ ଯୋଗ କଲେ ମନ ଓ ଶରୀର ସୁସ୍ଥ ରହିବ I ତେଣୁ ସମସ୍ତେ ଯୋଗ କରିବା ଦରକାର I

Leave A Reply

Your email address will not be published.