ନିଜ ସୋସିଆଲ ମିଡିଆ ସାଇଟକୁ ଅନୁସରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର// TATKAL ODISHA//
ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଫେସବୁକ, ଟ୍ୱିଟର (ଏକ୍ସ) ଓ ଇନଷ୍ଟାଗ୍ରାମ ପେଜ ସାର୍ବଜନୀନ କରିଛନ୍ତି I
ନିଜ ସୋସିଆଲ ମିଡିଆ ସାଇଟକୁ ଅନୁସରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି I
ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ କିଛି କହିବାକୁ ଚାହାଁନ୍ତି ସେମାନେ ଏହି ସୋସିଆଲ ମିଡ଼ିଆ ଜରିଆର ସହାୟତା ନେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ପଷ୍ଟ କରି ଛନ୍ତି I
ତାହା ଦେଖନ୍ତୁ…
- Shri Mohan Charan Majhi
- Facebook – https://www.facebook.com/MohanMOdisha
- Twitter – https://x.com/MohanMOdisha
- IInstagram – https://www.instagram.com/mohanmodisha/
Plz follow..