ନଅ ଲୋକଙ୍କ ସହ ଶତ୍ରୁତା କରିବ ନାହିଁ : ଦେଖନ୍ତୁ ଭିଡ଼ିଓ
ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ): ସମାଜରେ ନଅ ବ୍ୟକ୍ତିଙ୍କ ସହ ଶତ୍ରୁତା କରିବ ନାହିଁ I ଜୀବନର ଏହି ସାରମର୍ମ ବତାଇଥିଲେ ରାମାୟଣ ଯୁଗର ମହର୍ଷି ମରିଚ…
ଏହାକୁ ବ୍ୟାଖ୍ୟା କରିଛନ୍ତି
ପ୍ରବଚକ ଲାଲ ଗୋବିନ୍ଦ..
ସେହି ନଅ ଜଣ କିଏ ଜାଣନ୍ତୁ.. ..
1. ଶସ୍ତ୍ରୀ – ଯିଏ ମାରଣାସ୍ତ୍ର ଧରିଥିବ
2. ମରମୀ – ଯିଏ ନିଜର ମର୍ମ ଜାଣିଥିବେ
3. ପ୍ରଭୁ – ରାଜା, ମୁଖିଆ ବା ନେତୃତ୍ୱ ନେବା ଲୋକ
4.ଶଠ – ବଦମାସୀ ଲୋକ
5. ଧନୀ – ପଇସାଵାଲା ଲୋକ
6. ବୈଦ୍ୟ – ଚିକିତ୍ସା କରୁଥିବା ଡାକ୍ତର
7. ବନ୍ଦୀ – ଗଣମାଧ୍ୟମ ଲୋକ
8. କବି – କବିତା ଆବୃତି କରୁଥିବା ସାହିତ୍ୟିକ
9. ରୋଷେୟା – ଭୋଜନ ପ୍ରସ୍ତୁତ କରୁଥିବା ଲୋକ
ଏମାନଙ୍କ ସହ କେବେ ବିବାଦ କରିବେ ନାହିଁ.. ଏହାହିଁ ତତ୍ତ୍ୱ…