ତତ୍କାଳ ଓଡିଶା ଧର୍ମେନ୍ଦ୍ର ଧମାକା : ୟୁପି ପ୍ରଭାରୀ By TATKAL Last updated Sep 8, 2021 0 Share ସହଯୋଗ କରିବେ 7 ସହ ପ୍ରଭାରୀ ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA// ଦଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ କମୁଛି ବୋଲି ଯେଉଁ କଥା ଗୁଞ୍ଜରିତ ହୋଇଥିଲା, ତା’ର ପୂର୍ଣ୍ଣଛେଦ ପଡ଼ିଛି I ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱ ତାଙ୍କୁ ମିଳିଛି I ସେ ଦଳୀୟ ପ୍ରଭାରୀ ଭାବେ ନିଯୁକ୍ତି ହୋଇଛନ୍ତି I ଧର୍ମେନ୍ଦ୍ରଙ୍କୁ ସହଯୋଗ କରିବେ ୭ ସହପ୍ରଭାରୀ I ସେମନେ ହେଉଛନ୍ତି ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ୍, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର । 0 Share FacebookWhatsAppTwitterGoogle+Email