ଦୁଇ IASଙ୍କୁ କେନ୍ଦ୍ରରେ ନିଯୁକ୍ତି :ଗୁଡ୍ଡୀ ସଂସଦୀୟ ବ୍ୟାପାର, ଆରତୀ ଶ୍ରମ ସଚିବ
- ନୂଆଦିଲ୍ଲୀ//TATKAL ODISHA //
ଦୁଇ ଓଡ଼ିିଶା କ୍ୟାଡର ଆଇଏଏସ୍ ଅଧିକାରୀ ଭାରତ ସରକାରରେ ନୂତନ ଭାବେ ନିଯୁକ୍ତି ପାଇଛନ୍ତି ।
୧୯୯୦ ବ୍ୟାଚ୍ ଆଇଏଏସ୍ ଗୁଡି ଶ୍ରୀନିବାସ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି ।
ସେହିପରି ୧୯୯୦ ବ୍ୟାଚ୍ ଆଇଏଏସ୍ ଆରତି ଆହୁଜା ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି ।
ଏନେଇ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।