ଦୁଇ ସ୍ଥାନରେ ଭୋଟ ଦେଲେ 1ବର୍ଷ ଜେଲ
- ଟେଣ୍ଡର ଭୋଟ ବିଷୟରେ ଜାଣନ୍ତୁ
- ଭୁବନେଶ୍ୱର//TATKAL ODISHA//
ଏକାବେଳେ ଦୁଇ ଜାଗାରେ ଭୋଟର ଲିଷ୍ଟରେ ନାଁ ରହି ପାରିବ ନାହିଁ I ତାହା ରଖି ଭୋଟ ଦେଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାର ଆଇନରେ ବ୍ୟବସ୍ଥା ରହିଛି Iଜନପ୍ରତିନିଧି ଆଇନ, ୧୯୫୦, ଧାରା-୧୭ରେ ତାହା ସ୍ପଷ୍ଟ ଉଲ୍ଲେଖ କରାଯଇଛି I
ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପୁଣି କୁହାଯାଇଛି ଯେ,
ଯଦି ଆପଣ ଜାଣନ୍ତି ଯେ ଅନ୍ୟ କେହି ଜଣେ ଆପଣଙ୍କର ଭୋଟ୍ ଦେଇ ଦେଇଛନ୍ତି ତେବେ *“ଟେଣ୍ଡର ଭୋଟ୍”* ମାଗନ୍ତୁ ଏବଂ ଆପଣଙ୍କର ଭୋଟ୍ ଦିଅନ୍ତୁ ।
ଯଦି କୌଣସି ମତଦାନ ବୁଥରେ *ଟେଣ୍ଡର ଭୋଟ 14% ରୁ ଅଧିକ ରେକର୍ଡ ହୁଏ, ତେବେ ସେହି ବୁଥରେ ପୁନଃ ମତଦାନ କରାଯିବ* ବୋଲି କୁହାଯାଇଛି I