ଦୁଇ ସ୍ଥାନରେ ଭୋଟ ଦେଲେ 1ବର୍ଷ ଜେଲ

0

  • ଟେଣ୍ଡର ଭୋଟ ବିଷୟରେ ଜାଣନ୍ତୁ

  • ଭୁବନେଶ୍ୱର//TATKAL ODISHA//


ଏକାବେଳେ ଦୁଇ ଜାଗାରେ ଭୋଟର ଲିଷ୍ଟରେ ନାଁ ରହି ପାରିବ ନାହିଁ I ତାହା ରଖି ଭୋଟ ଦେଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାର  ଆଇନରେ ବ୍ୟବସ୍ଥା ରହିଛି Iଜନପ୍ରତିନିଧି ଆଇନ, ୧୯୫୦, ଧାରା-୧୭ରେ ତାହା ସ୍ପଷ୍ଟ ଉଲ୍ଲେଖ କରାଯଇଛି I

ଭାରତୀୟ ନିର୍ବାଚନ ଆୟୋଗଙ୍କ  ପକ୍ଷରୁ ପୁଣି କୁହାଯାଇଛି ଯେ,


ଯଦି ଆପଣ ଜାଣନ୍ତି ଯେ ଅନ୍ୟ କେହି ଜଣେ ଆପଣଙ୍କର ଭୋଟ୍ ଦେଇ ଦେଇଛନ୍ତି ତେବେ *“ଟେଣ୍ଡର ଭୋଟ୍”* ମାଗନ୍ତୁ ଏବଂ ଆପଣଙ୍କର ଭୋଟ୍ ଦିଅନ୍ତୁ ।


ଯଦି କୌଣସି ମତଦାନ ବୁଥରେ *ଟେଣ୍ଡର ଭୋଟ 14% ରୁ ଅଧିକ ରେକର୍ଡ ହୁଏ, ତେବେ ସେହି ବୁଥରେ ପୁନଃ ମତଦାନ  କରାଯିବ* ବୋଲି କୁହାଯାଇଛି I 

Leave A Reply

Your email address will not be published.