ଦୁଇ ଓଡ଼ିଆ ହକି ଖେଳାଳିଙ୍କୁ 10 ଲକ୍ଷ କରି ପୁରସ୍କାର

0
  • ଭୁବନେଶ୍ୱର//TATKAL ODISHA//

ହକି ବିଶ୍ବକପରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ।

ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସଙ୍କୁ ମିଳିବ ଏ ପୁରସ୍କାର ରାଶି ।

ଶୁକ୍ରବାର ଏହା ଘାେଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.