ଦୀଘାରେ ଜଗନ୍ନାଥ ଧାମ କାହିଁକି? କାହା ଅନୁମତିରେ ଯାଇଥିଲେ ଶ୍ରୀମନ୍ଦିର ସେବାୟତ??

ଭୁବନେଶ୍ୱର//TATKAL ODISHA// ଶ୍ରୀକ୍ଷେତ୍ର ପୁରୀ ଛଡ଼ା ଅନ୍ୟ କେଉଁଠି ବ୍ରହ୍ମନାହିଁ । ବ୍ରହ୍ମ ବି ଆଉ କେଉଁଠି ପ୍ରତିଷ୍ଠା ହୋଇପାରିବନି। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ। ଅନ୍ୟ କୌଣସି ଠାରେ ଜଗନ୍ନାଥଧାମ ହୋଇ ପାରିବ ନାହିଁ। ସରକାରୀ ସ୍ତରରେ ପଶ୍ଚିମ ବଙ୍ଗ ସରକାରଙ୍କୁ ଜଣାଇବା ଜରୁରୀ । ମୁଁ ମଧ୍ୟ ଚିଠି ଲେଖି ମମତା ବାନାର୍ଜୀଙ୍କୁ ଜଣାଇବି I”     ଗଣମାଧ୍ୟକୁ ଏହା କହିଛନ୍ତି ଦିଘା ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିବା … Continue reading ଦୀଘାରେ ଜଗନ୍ନାଥ ଧାମ କାହିଁକି? କାହା ଅନୁମତିରେ ଯାଇଥିଲେ ଶ୍ରୀମନ୍ଦିର ସେବାୟତ??