ତାରା, ରମେଶଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ସମସ୍ତ ସଦସ୍ୟଙ୍କୁ ବାଚସ୍ପତି କଲେ ନିଲମ୍ବିତ

ଭୁବନେଶ୍ୱର // TATKAL ODISHA// ତାରା ପ୍ରାସାଦ ବାହିନୀପତି ଓ ରମେଶ ଜେନାଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ସମସ୍ତ ସଦସ୍ୟଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି I ଏମାନଙ୍କ ସଂଖ୍ୟା ଏବେ ବାର I ବିଧାନସଭାରେ ୭ କାର୍ଯ୍ୟ ଦିବସ ନିଲମ୍ବନ ପାଇଁ ପ୍ରସ୍ତାବ ଗୃହୀତ ହେବା ପରେ ବାଚସ୍ପତି ଘୋଷଣା କରିଛନ୍ତି I କେଉଁ ମାନେ ହେଲେ ନିଲମ୍ବିତ ରାମ କାଡ଼ାମାରାଜେନ୍ ଏକ୍କାସାଗର ଦାସମଙ୍ଗୁ ଖିଲାସତ୍ୟଜିତ ଗମାଙ୍ଗନୀଳମାଧବ ହିକକାରମେଶ ଜେନାକଦ୍ରାକା ଆପାଲା ସ୍ବାମୀପବିତ୍ର ସାଉଁନ୍ତାପ୍ରଫୁଲ୍ଲ ପ୍ରଧାନ ନିଲମ୍ବନ … Continue reading ତାରା, ରମେଶଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ସମସ୍ତ ସଦସ୍ୟଙ୍କୁ ବାଚସ୍ପତି କଲେ ନିଲମ୍ବିତ