ତାରା, ରମେଶଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ସମସ୍ତ ସଦସ୍ୟଙ୍କୁ ବାଚସ୍ପତି କଲେ ନିଲମ୍ବିତ

0

ଭୁବନେଶ୍ୱର // TATKAL ODISHA//

ତାରା ପ୍ରାସାଦ ବାହିନୀପତି ଓ ରମେଶ ଜେନାଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ସମସ୍ତ ସଦସ୍ୟଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି I ଏମାନଙ୍କ ସଂଖ୍ୟା ଏବେ ବାର I ବିଧାନସଭାରେ ୭ କାର୍ଯ୍ୟ ଦିବସ ନିଲମ୍ବନ ପାଇଁ ପ୍ରସ୍ତାବ ଗୃହୀତ ହେବା ପରେ ବାଚସ୍ପତି ଘୋଷଣା କରିଛନ୍ତି I

କେଉଁ ମାନେ ହେଲେ ନିଲମ୍ବିତ

ରାମ କାଡ଼ାମା
ରାଜେନ୍ ଏକ୍କା
ସାଗର ଦାସ
ମଙ୍ଗୁ ଖିଲା
ସତ୍ୟଜିତ ଗମାଙ୍ଗ
ନୀଳମାଧବ ହିକକା
ରମେଶ ଜେନା
କଦ୍ରାକା ଆପାଲା ସ୍ବାମୀ
ପବିତ୍ର ସାଉଁନ୍ତା
ପ୍ରଫୁଲ୍ଲ ପ୍ରଧାନ

ନିଲମ୍ବନ ପରେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟରେ ଘଣ୍ଟ ବଜାଇବା ଜାରି ରଖିଥିଲେ I

ଦେଖନ୍ତୁ ପୂର୍ବ ଖବର…

// OLA BREAKING//

ସ୍ଥିତିର ସୁଧାର ଶୂନ : ପୁଣି ଗୃହରେ କଂଗ୍ରେସର ଘଣ୍ଟ, ବଂଶୀର ସ୍ୱର

Leave A Reply

Your email address will not be published.