ତତ୍କାଳ ସେବା ଦେଲେ ମୁଖ୍ୟମନ୍ତ୍ରୀ, ଲୋକେ ଖୁସ

0

ଭୁବନେଶ୍ୱର //TATKAL ODISHA//

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ମାନେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଦୁଃଖ, ହାନିଲାଭ ଓ ଅଭିଯୋଗ ଶୁଣୁଛନ୍ତି।

ମୁଖ୍ୟମନ୍ତ୍ରୀ ତତ୍କାଳ ସେବା ଦେବା ଯୋଗୁଁ ଆସିଥିବା ଲୋକେ ଖୁବ ଖୁସି ହୋଇ ଫେରିଥିବା ଜଣାପଡ଼ିଛି I ଲୋକେ କହୁଛନ୍ତି -ସତରେ ‘ଲୋକ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ଚରଣ ମାଝୀ I

ଉଲ୍ଲେଖ ନୀୟ ଯେ, ପୂର୍ବରୁ ଜୁଲାଇ ପହିଲାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଦୁଃଖ ଶୁଣିବେ ବୋଲି ଘୋଷଣା କରିଥିଲେ I ତଦନୁଯାୟୀ ସୋମବାର ଶୁଣାଣୀ ହୋଇଛି I

Leave A Reply

Your email address will not be published.