ଠାକରେଙ୍କୁ ପୁଣି ସମନ, ମେ 9ରେ ହାଜର ହୁଅ

0
  • ନୂଆଦିଲ୍ଲୀ, କେନ୍ଦୁଝର//TATKAL ODISHA//

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ହାଜର ପାଇଁ ପୁଣି ସମନ କଲେ ଜାତୀୟ ଜନଜାତି କମିଶନ I ମେ ୯ ତାରିଖ ଦିନ ୧୧ଟାରେ ହାଜର ହେବାକୁ ସମନ ଦିଆଯାଇଛି I

କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ହାଜର ନିର୍ଦ୍ଦେଶ ରହିଛି I

ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଶନଙ୍କ ନିର୍ଦ୍ଦେଶ ଦେଇଥିବା ବେଳେ ଯୁକ୍ତିସଙ୍ଗତ ନୀତିଗତ କାରଣ ବିନା ଅନୁପସ୍ଥିତ ରହିଲେ ପରିଣତି ଚେତାବନୀ ହେବ ବୋଲି କୁହାଯାଇଛି I

  • TATKAL ODISHAର ଦେଖନ୍ତୁ ପୂର୍ଵ ରିପୋର୍ଟ…

//BIG BREAKING//

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ “ଓ୍ବାରେଣ୍ଟ ଅଫ୍ ଆରେଷ୍ଟ” ଜାରି

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ‘ଓ୍ବାରେଣ୍ଟ ଅଫ୍ ଆରେଷ୍ଟ’ ଜାରି

Leave A Reply

Your email address will not be published.