ତତ୍କାଳ ଓଡିଶା ଟିକସ ଫାଙ୍କି ଅଭିଯୋଗ, ସନାତନ ମହାକୁଡ଼ଙ୍କ ଘରେ ଆଇଟି ରେଡ By TATKAL Last updated May 11, 2023 0 Share ଭୁବନେଶ୍ୱର, କେନ୍ଦୁଝର //TATKAL ODISHA// ଟିକସ ଫାଙ୍କି ଅଭିଯୋଗରେ ଓଡ଼ିଶାର ଅନ୍ୟତମ ବାହୁବଳୀ ନେତା ଓ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆଟି ରେଡ୍ ହୋଇଛି । ଏକସଙ୍ଗେ ଭୁବନେଶ୍ୱର, ଯୋଡ଼ା ଓ କେନ୍ଦୁଝର ଭଳି 10 ଜାଗାରେ ଚଢ଼ଉ କରାଯାଇଛି I ପ୍ରାୟ ଦିନ ତମାମ ଚଢ଼ାଉ ଚାଲିବ I ଖଣି ଦୁର୍ନୀତି ଅଭିଯୋଗରେ 2015ରେ ଇଡି ତାଙ୍କ ଘର ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚଢ଼ଉ କରିଥିଲା । ପରେ ପୁଲିସ ମାଗକୁଡ଼ଙ୍କ 16 ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । 0 Share FacebookWhatsAppTwitterGoogle+Email