ଜୁଲାଇ 8ରୁ 27 ଯାଏ ରତ୍ନଭଣ୍ଡାର ଗଣତି?

0
  • 5ରେ ଗୁରୁତ୍ୱପୂର୍ଣ୍ଣ ବୈଠକ!
  • ପୁରୀ, ଭୁବନେଶ୍ୱର//TATKAL ODISHA//

ଆଉ ଘୁଞ୍ଚି ଘୁଞ୍ଚି ଯିବ ନାହିଁ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ‘ପଦ୍ମ’ I ପ୍ରତୀକ୍ଷାର ଘଟିବ ଅନ୍ତ I ପ୍ରତିଶୃତି ପାଳନ କରିବେ ରାଜ୍ୟ ସରକାର I

ସୂଚନାନୁସାରେ ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାରର ଗଣତି । ଯଦିଓ ସରକାର ସ୍ପଷ୍ଟ କରି ନାହାନ୍ତି, ହେଲେ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି I

୧୯ ଦିନ ଧରି ଅର୍ଥାତ ୨୭ ତାରିଖ ଯାଏଁ ଚାଲିବ ଗଣତି ।

ଆସନ୍ତା ୫ ତାରିଖରେ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ ବସି ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ I ସରକାରୀ ଭାବେ ବି ଗଣତି ତାରିଖ ଘୋଷଣା ହେବ I

Leave A Reply

Your email address will not be published.