ଜୀବନ ମନ୍ତ୍ର-ପ୍ରକୃତ ‘ଜୀବନ ସାଥି’ କିଏ ?

0

//TATKAL ODISHA//

  • ପ୍ରକୃତ ଜୀବନ ସାଥି କିଏ ?
  • ବୋଉ, ବାପା, ସ୍ଵାମୀ, ସ୍ତ୍ରୀ, ପୁତ୍ର, ସମ୍ପର୍କୀୟ..?

ଉତ୍ତର : କେହି ନୁହଁନ୍ତି !!


ଆଧ୍ୟାତ୍ମିକ ଗୁରୁ ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କରଙ୍କ କହନ୍ତି..

ଆମ ଦେହ ଆମର ପରମ ବନ୍ଧୁ ! ଯିଏ ଜନ୍ମରୁ ମୃତ୍ୟୁ ଯାଏ ଆମ ସହିତ ଚାଲିଥାଏ । ପରମ ମିତ୍ର ସଦୃଶ ଆମ ପାଖେ ପାଖେ ଥାଏ । ଯଦି ଥରେ ତୁମ ଶରୀର ଜବାବ ଦେବା ବନ୍ଦ କରିଦିଏ ଉପରୋକ୍ତ ସମ୍ପର୍କୀୟ କେହି ସାହାଯ୍ୟ କରନ୍ତିନି !!”

ଏଣୁ ଜୀବନସାଥି ରୂପକ ନିଜ ଶରିରର ଧ୍ୟାନ ରଖିବା ପାଇଁ ଉତ୍ତମ ସ୍ୱାତ୍ଵିକ ଆହାର, ଯଥେଷ୍ଟ ଆରାମ, ଯୋଗ, ଧ୍ୟାନ, ଭଗବତ ଚିନ୍ତନ, ପ୍ରାଣାୟାମ, ବ୍ୟାୟାମ, ଇତ୍ୟାଦି ଠିକ୍ ସମୟରେ କରି ଶରୀରକୁ ସତେଜ ଓ ନିରୋଗୀରଖିବା ନିହାତି ଆବଶ୍ୟକ।


 କଥାରେ ଅଛି- “ସ୍ୱାସ୍ଥ୍ୟ ହିଁ ସମ୍ପଦ

ଶରୀର ସହିତ ଯେମିତି ବ୍ୟବହାର କରିବେ.. ପରିଣାମ ଠିକ୍ ସେହିପରି ମିଳିବ।ମନେରଖନ୍ତୁ..

  • ଶରୀର ହିଁ ଆପଣଙ୍କ  ଠିକଣା…
  • ଶରୀର ପ୍ରକୃତ ଜୀବନ ସାଥି !!
  •  “ସୁସ୍ଥ ରୁହନ୍ତୁ …
  • ମସ୍ତ ରୁହନ୍ତୁ ..
  • ଜନ୍ମରୁ ମୃତ୍ୟୁ ଯାଏ ଶରୀର ହିଁ ପ୍ରକୃତ ବନ୍ଧୁ, ଏହାର ଖିଆଲ ରଖିବା ମାନେ ନିଜ ପ୍ରତି ଧ୍ୟାନ ରଖିବା..
  • ଶରୀର ପାଇଁ କିଛି ଜରୁରୀ ଉପାଦାନ ସୁସ୍ଥ, ସବଳ, ନିରୋଗ, ରଖିବାରେ ସହାୟକ ହୁଏ..


ଶରୀର ପାଇଁ କିଛି ନିୟମ..

  • ୧. ପ୍ରାଣାୟାମ= ଫୁସଫୁସ ପାଇଁ 
  • ୨. ଧ୍ୟାନ = ମନ ପାଇଁ 
  • ୩. ବ୍ୟାୟାମ =  ଶରୀର ପାଇଁ
  •  ୪. ପଦଯାତ୍ରା = ହୃଦୟ  ପାଇଁ
  • ୫. ସୁଷମ ଖାଦ୍ୟ = ବୃହଦ୍ରନ୍ଥ ପାଇଁ
  • ୬. ଶୁଭ ଚିନ୍ତନ = ଆତ୍ମା ପାଇଁ


 ସପ୍ତରଙ୍ଗରେ ଶୋଭିତ ଏହି ଇନ୍ଦ୍ରଧନୁ ପରି ଜୀବନକୁ ସରସ ସୁନ୍ଦର ଓ ରଙ୍ଗୀନ କରିବାକୁ ହେଲେ

  • ନିଜ ଶରୀରକୁ ଭଲ ପାଆନ୍ତୁ…
  • ଭଲରେ ରଖନ୍ତୁ…
  • ପ୍ରକୃତ ସାଥିର ସେବାରେ ନିଜକୁ ନିୟୋଜିତ କରି ନିଜକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ..


(ସଂଗୃହିତ)

Leave A Reply

Your email address will not be published.