ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ନାଚିକା ଲିଙ୍ଗା

0
  • କୋରାପୁଟ, ନାରାୟଣପାଟଣା//TATKAL ODISHA//

ଚାଷୀ ମୁଲିଆ ଆଦିବାସୀ ସଂଗଠନର ନେତା ନାଚିକା ଲିଙ୍ଗା କୋରାପୁଟର ନାରାୟଣପାଟନ ଜୋନ୍ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି I


ଉଲ୍ଲେଖନୀୟ ଯେ, ଅକ୍ଟୋବର, 2014 ରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଛଅ ବର୍ଷ ଜେଲରେ ରହିବା ପରେ ନାଚିକାଙ୍କୁ ନଭେମ୍ବର, 2020 ରେ ଓଡ଼ିଶା ହାଇକୋର୍ଟ (HC) ଦେଇଥିବା ଜାମିନରେ ମୁକ୍ତ କରାଯାଇଥିଲା।

Leave A Reply

Your email address will not be published.