ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଚୂଡାନ୍ତ
- ପଛୁଆବର୍ଗ ୪, ଅନୁସୂଚିତ ଜାତିଙ୍କ ପାଇଁ ୪ ଆସନ
- ଦେଖନ୍ତୁ ଚୂଡାନ୍ତ ସଂରକ୍ଷଣ ତାଲିକା
- ଭୁବନେଶ୍ୱର //TATKAL ODHISHA//
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି I
୩୦ ଜିଲ୍ଲାରୁ ପଛୁଆବର୍ଗଙ୍କ ପାଇଁ ୪ଟି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୪ଟି ସଂରକ୍ଷିତ ହୋଇଛି I ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ହୋଇଥିବା ଆସନଗୁଡିକ ହେଉଛି…
- ଅନୁଗୋଳ,
- ଖୋର୍ଦ୍ଧା,
- ନୟାଗଡ଼
- ସୋନପୁର
- ଏସବୁ ଆସନଗୁଡିକ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ନେଇ ବିଧିବଦ୍ଧ ବିଜ୍ଞପ୍ତି ହୋଇଛି I
- ହେଲେ ଅନୁସୂଚିତ ଜାତିର ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଛି 4 ଆସନ ତାହା ହେଉଛି ..
- କଟକ,
- ଜଗତସିଂହପୁର,
- ଭଦ୍ରକ
- ଯାଜପୁର