ଜାତୀୟ ପତାକା ଉତ୍ତୋଳନ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କେଭି ନୂଆପଡ଼ା, ପ୍ରଭାତୀ କଟକ

0

ଭୁବନେଶ୍ୱର //TATKAL ODISHA//

ରାଜ୍ୟରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିବେ… . ଦେଖନ୍ତୁ ତାଲିକା…

  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ -ଭୁବନେଶ୍ୱର
  • କନକବର୍ଦ୍ଧନ ସିଂ ଦେଓ( ଉପ-ମୁଖ୍ୟମନ୍ତ୍ରୀ) – ନୂଆପଡ଼ା
  • ପ୍ରଭାତୀ ପରିଡ଼ା ( ଉପ-ମୁଖ୍ୟମନ୍ତ୍ରୀ) – କଟକ
  • ସୁରେଜ ପୂଜାରୀ (ମନ୍ତ୍ରୀ) – କଳାହାଣ୍ଡି
  • ରବିନାରାୟଣ ନାୟକ (ମନ୍ତ୍ରୀ) – ସୁନ୍ଦରଗଡ଼
  • ନିତ୍ୟାନନ୍ଦ ଗଣ୍ଡ (ମନ୍ତ୍ରୀ) – କେରାପୁଟ
  • କୃଷ୍ଣଚନ୍ଦ୍ର ପାତ୍ର (ମନ୍ତ୍ରୀ) -ନବରଙ୍ଗପୁର
  • ପୃଥ୍ୱୀରାଜ ହରିଚନ୍ଦନ (ମନ୍ତ୍ରୀ) – ଗଞ୍ଜାମ
  • ମୁକେଶ ମହାଲିଙ୍ଗ (ମନ୍ତ୍ରୀ) – ବରଗଡ଼
  • ବିଭୁତି ଭୁଷଣ ଜେନା (ମନ୍ତ୍ରୀ) – ଗଜପତି
  • କୃଷ୍ଣଚନ୍ଦ୍ର ମହାପାତ୍ର (ମନ୍ତ୍ରୀ) – ବାଲେଶ୍ୱର
  • ଗଣେଶ ରାମ ସିଂହଖୁଣ୍ଟିଆ (ମନ୍ତ୍ରୀ) – ବଲାଙ୍ଗୀର
  • ସୂର୍ଯ୍ୟବଂଶୀ ସୂରଜ (ମନ୍ତ୍ରୀ) – ମାଲକାନଗିରି
  • ପ୍ରତାପ ବଳ ସାମନ୍ତ (ମନ୍ତ୍ରୀ) – ଖୋର୍ଦ୍ଧା
  • ଗୋକୁଳାନନ୍ଦ ମଲ୍ଲିକ (ମନ୍ତ୍ରୀ) – କନ୍ଧମାଳ
  • ସମ୍ପଦ ଚନ୍ଦ୍ର ସ୍ୱାଇଁ (ମନ୍ତ୍ରୀ) – ରାୟଗଡ଼ା
  • ପୁରୀ ଜିଲ୍ଲାପାଳ – ପୁରୀ
  • ସମ୍ବଲପୁର ଜିଲ୍ଲାପାଳ – ସମ୍ବଲପୁର
  • କେନ୍ଦୁଝର ଜିଲ୍ଲାପାଳ – କେନ୍ଦୁଝର
  • ଅନୁଗୋଳ ଜିଲ୍ଲାପାଳ – ଅନୁଗୋଳ
  • ଜଗତସିଂହପୁର ଜିଲ୍ଲାପାଳ – ଜଗତସିଂହପୁର
  • ଝାରସୁଡ଼ା ଜିଲ୍ଲାପାଳ – ଝାରସୁଗୁଡ଼ା
  • ମୟୁରଭଞ୍ଜ ଜିଲ୍ଲାପାଳ – ମୟୁରଭଞ୍ଜ
  • ସୋନପୁର ଜିଲ୍ଲାପାଳ – ସୋନପୁର
  • ଢ଼େଙ୍କାନାଳ ଜିଲ୍ଲାପାଳ – ଢ଼େଙ୍କାନାଳ
  • ଗଞ୍ଜାମ ଜିଲ୍ଲାପାଳ – ଗଞ୍ଜାମ
  • ସୁନ୍ଦରଗଡ଼ ଜିଲ୍ଲାପାଳ – ରାଉରକେଲା
  • ଭଦ୍ରକ ଜିଲ୍ଲାପାଳ – ଭଦ୍ରକ
  • ବୌଦ୍ଧ ଜିଲ୍ଲାପାଳ – ବୌଦ୍ଧ
  • ଦେବଗଡ଼ ଜିଲ୍ଲାପାଳ – ଦେବଗଡ଼
  • ଯାଜପୁର ଜିଲ୍ଲାପାଳ – ଯାଜପୁର
  • କେନ୍ଦ୍ରାପଡ଼ା ଜିଲ୍ଲାପାଳ – କେନ୍ଦ୍ରାପଡ଼ା
  • ନୟାଗଡ଼ ଜିଲ୍ଲାପାଳ – ନୟାଗଡ଼

Leave A Reply

Your email address will not be published.