ଜନପ୍ରତିନିଧିଙ୍କୁ ୧୫ ଦିନରେ ଉତ୍ତର ଦେବାକୁ ଅଫିସର ବାଧ୍ୟ

0

ରାଜ୍ୟଙ୍କୁକେନ୍ଦ୍ରରକଡା_ନିର୍ଦେଶ

  • ଅଫିସର ମାନଙ୍କ ଉପରେ ଲଗାମ ଲଗାଅ
  • ମନ୍ତ୍ରୀ, ସାଂସଦ, ପୂର୍ବତନ ସାଂସଦଙ୍କୁ ଭଲ ବ୍ୟବହାର ଦେଖାନ୍ତୁ ଅଫିସର
  • ଜନପ୍ରତିନିଧି ମାନଙ୍କୁ ୧୫ ଦିନ ମଧ୍ୟରେ ଅଫିସର ମାନେ ଉତ୍ତର ଦେବାକୁ ବାଧ୍ୟ
  • କେନ୍ଦ୍ର ଜାରି କଲା ନିୟମାବଳୀ, ପାଳନ କରିବାକୁ ନିର୍ଦ୍ଦେଶ
  • ସେପ୍ଟେମ୍ବର ୧୩ ରେ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ନିୟମାବଳୀକୁ ସବୁ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପଠାଯାଇଛି
  • ଯଦି କୌଣସି ଅଫିସର ଏହାର ଉଲଘଂନ କରନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ପକ୍ଷରୁ ଗାଇଡ଼ ଲାଇନରେ ଦର୍ଶା ଯାଇଛି

Leave A Reply

Your email address will not be published.