ଚିଲିକାରେ ଫସିଲା ଭସାପୋଲ, ଫସିଲେ 50 ଯାତ୍ରୀ
- ଉଦ୍ଧାର କାର୍ଯ୍ୟ ଜାରି
- ସାତପଡ଼ା, ପୁରୀ//TATKAL ODISHA//
ଚିଲିକାରେ ଭାସି ଯାଇଛି ଭସା ପୋଲ I ଏଥିରେ ଥିବା 50 ଯାତ୍ରୀ ଫସିଛନ୍ତି I
ମିଳିଥିବା ସୂଚନାନୁସାରେ ମଝି ଚିଲିକାରେ ଯାତ୍ରୀବାହୀ ଭସା ପୋଲ ଥିବା ଜଣା ପଡ଼ିଛି I
- ଜହ୍ନିକୁଦାରୁ କିଛି ବାଟ ଯାଇ ଚ୍ୟାନେଲ ଠାରୁ ବିଚ୍ୟୁତ୍ ହେଲା ଭସା ପୋଲ
- ; ସାତପଡ଼ା ଅଭିମୁଖେ ଭସା ପୋଲ ଯାଉଥିବା ବେଳେ ଅଘଟଣ,
- ଭସା ପୋଲରେ ୨ଟି ଯାତ୍ରୀବାହୀ ବସ୍,
- ୧୦ଟି ବାଇକ୍ ମଧ୍ୟ ରହିଛି;
- ମଝି ଚିଲିକାରେ ଫସି ରହିଛନ୍ତି ଭସାପୋଲରେ ଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ
ଉଦ୍ଧାର କାର୍ଯ୍ୟ ଜାରି ରହିଛି I
ପୂର୍ବରୁ ଏମିତି ଅନେକ ଥର ଅଘଟଣ ଘଟିଛି I ତଥାପି ପ୍ରଶାସନ କିଛି ଶିଖି ପାରିଲା ନାହିଁ I