ଗୌତମବୁଦ୍ଧଙ୍କ ନୂଆ ଇନିଂସ ଆରମ୍ଭ

0
  • ବିଜେଡିରେ ଆଉ ତିନି ନୂଆ ମିଡ଼ିଆ ପାନେଲିଷ୍ଟ

ଭୁବନେଶ୍ୱର //TATKAL ODISHA//

ନିକଟରେ ବିଜେଡିରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ ନୂଆ ଇନିଂସ ଆରମ୍ଭ କରିଛନ୍ତି I ସେ ଏବେ ମିଡ଼ିଆ ପାନେଲିଷ୍ଟ ଭାବେ କାର୍ଯ୍ୟ ସମ୍ପାଦନ କରିବେ I

ଗୁରୁବାର ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତିନି ନୂଆ ମିଡ଼ିଆ ପାନେଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି I ସେମାନେ ହେଉଛନ୍ତି ଗୌତମବୁଦ୍ଧ ଦାସ, ଲୋରା ମହାନ୍ତି ଓ ସ୍ୱାଗତ ମହାନ୍ତି I

ଏନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I

  • TATKAL ODISHA ର ପୂର୍ଵ ରିପୋର୍ଟ ଦେଖନ୍ତୁ..

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

Leave A Reply

Your email address will not be published.