ଗୋବିନ୍ଦ ସାହୁର ସହଯୋଗୀ ‘ରାଧେ’ ଓରଫ ରାଧେଶ୍ୟାମ ଚଣ୍ଡୀ ଗିରଫ

0
  • ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିରୋଧୀ
  • ମମିତା ହତ୍ୟା ଘଟଣାରେ ସିବିଆଇ ତଦନ୍ତ ହେଉ
  • ଭବାନୀପାଟଣା, ବଲାଙ୍ଗୀର//TATKAL ODHISHA//

କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଓରଫ ରାଧେଶ୍ୟାମ ଚଣ୍ଡୀକୁ ପୋଲିସ ଗିରଫ କରିଛି I ସେ ମଧ୍ୟ ପରୋକ୍ଷରେ ପୋଲିସ ଆଗରେ ସବୁ କଥା ସ୍ୱୀକାର କରିଛି I

ଗିରଫ ପରେ ରାଧେକୁ ବଲାଙ୍ଗୀର ପୋଲିସ କୋର୍ଟ ଚାଲାଣ କରିଛି । ରାଧେକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟକୁ ନେଇଛି ପୋଲିସ ।

ତେବେ ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ଡାକରା ଦେଇଛି I ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ତୀବ୍ର କରାଯାଇଛି I ଏହି ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ଉଭୟ ଦଳ ଦାବି କରିଛନ୍ତି I

Leave A Reply

Your email address will not be published.